Entries by [email protected]

ବିବାହ ବେଦୀରେ ସାତ୍‌ ଫେରା ଚାଲୁଥିବା ସମୟରେ ସାମ୍ନାକୁ ଆସିଲା ବରଘର ଲୁଚାଇଥିବା କଥା, ବର ସମେତ ପୂରା ପରିବାର ଗଲା ଜେଲ୍‌

ବୁଲନ୍ଦସହର : ବୁଲନ୍ଦସହରରେ ଅନୁଷ୍ଠିତ ଏକ ବିବାହ ସମୟରେ ସାତ୍‌ ଫେରା ଚାଲୁଥିବା ସମୟରେ ବରର ସମସ୍ୟା ଦେଖି କନ୍ୟା ବିବାହ ପାଇଁ ମନା କରିବା ସହ ବେଦୀରୁ ଉଠି ଯାଇଥିଲା । ବିବାହ ପୂର୍ବରୁ ବରର ଏହି ସମସ୍ୟା ଥିବା ବିଷୟରେ ନ ଜଣାଇଥିବାରୁ କନ୍ୟାପକ୍ଷ ପୁଲିସରେ ଅଭିଯୋଗ କରିଥିଲେ । ଯାହାପରେ ବର ସମେତ ପୂରା ପରିବାରକୁ ଜେଲ୍‌ଯିବାକୁ ପଡ଼ିଥିଲା । The Telegraph ସୂଚନା ମୁତାବକ, ବିବାହର ରୀତିନୀତି ସରିବା ପରେ ସାତ୍‌ […]

ଭୁବନେଶ୍ୱର: ବନ୍ଧୁକ ଦେଖାଇ ବାଇକ୍‌ ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: କମିସନରେଟ ପୁଲିସ ଅଂଚଳରେ ଗୁରୁବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଜଣେ ଲୋକଙ୍କ ଠାରୁ ବାଇକ୍‌ ଲୁଟ୍‌ ନେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସମ୍‌ ହସ୍ପିଟାଲ-କଳିଙ୍ଗ ନଗର ରାସ୍ତାରେ ୩ ଜଣ ଦୁର୍ବୃତ୍ତ ବାଇକ୍‌ ଆରୋହୀଙ୍କୁ ଅଟକାଇଥିଲେ। ଏହା ପରେ ସେମାନେ ବନ୍ଧୁକ ଦେଖାଇ ବାଇକ୍‌ ଲୁଟିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘାଟିକିଆ ଅଂଚଳର ପର୍ଶୁ ରଥ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ପର୍ଶୁ କିଛି […]

ଜୋମାଟୋ ଫୁଡ଼୍‍ ଡ଼େଲିଭରି ବଏଙ୍କ ଭିଡ଼ିଓ ଭାଇରାଲ ହେବା ପରେ ସମସ୍ତଙ୍କୁ ଏହି ପରାମର୍ଶ ଦେଲେ ସାଉଥ୍‌ ସୁପରଷ୍ଟାର ମହେଶ ବାବୁଙ୍କ ପତ୍ନୀ ଅଭିନେତ୍ରୀ ନମ୍ରତା

ନୂଆଦିଲ୍ଲୀ : କିଛି ଦିନ ତଳେ ଜୋମାଟୋ ଫୁଡ୍‍ ଡ଼େଲିଭରି ବଏଙ୍କ ଅସଲ କାର୍‌ନାମା ସମସ୍ତଙ୍କ ସାମ୍ନାକୁ ଆସିଥିଲା । ଡ଼େଲିଭର କରିବାକୁ ଥିବା ଖାଦ୍ୟାକୁ ଅଇଁଠା କରି ଖାଉଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହୋଇଥିଲା । ଯାହା ପରେ କମ୍ପାନୀ ତରଫରୁ ଉକ୍ତ ଡ଼େଲିଭରି ବଏକୁ ଚାକିରିରୁ ବାହାର କରି ଦିଆଯିବା ସହ ଆଗକୁ ଯେମିତି ଏଭଳି ଭୁଲ ନ ହୁଏ,ସେ ନେଇ କମ୍ପାନୀ ତରଫରୁ ଆଗକୁ ଟ୍ୟାମ୍ପର ପ୍ରୁଫ୍‌ ଟେପ୍‌ ଲଗାଯାଇ […]

କୋରାପୁଟ: ସାଇକେଲ୍‌ ରାଲିରେ କୋଣାର୍କରୁ ପହଞ୍ଚିଲେ ଲକ୍ଷ୍ମୀପୁର

ଲକ୍ଷ୍ମୀପୁର: ଚଳିତ ମାସ ୮ ତାରିଖରୁ କୋଣାର୍କ ଠାରୁ କୋରାପୁଟ ପର୍ଯ୍ୟନ୍ତ ସାଇକେଲ୍‌ ଯାତ୍ରାରେ ବାହାରିଛନ୍ତି ପ୍ରାୟ ୩୦ ଜଣ ଯୁବକ ଯୁବତୀା କୋଣାର୍କର ଐତିହ୍ୟ ସହ ବର୍ତ୍ତମାନ ମନ୍ଦିର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ବାଚି ସୃଷ୍ଠି ହୋଇଥିବା ବେଳେ ଏହି ଯୁବକ-ଯୁବତୀମାନେ ତମାଖୁ ବର୍ଜନ, ପଲିଥିନ ନିଷେଧ ଭଳି ଅନେକ ସଚେତନତା ବାର୍ତ୍ତା ଦେଉଛନ୍ତି ସାଧାରଣ ଲୋକଙ୍କୁ। ସାଇକେଲ ଯାତ୍ରାରେ ଅଧିକ କଷ୍ଟ ଅନୁଭବ ହୋଇଥିଲେ ମଧ୍ୟ କୋରାପୁଟର ପ୍ରାକୃତିକ ପରିବେଶର ମଜା ଅତି […]

ଫେସ୍‌ବୁକ୍‌ରେ ପ୍ରେମ ପରେ କାହାକୁ ନ ଜଣାଇ ହୋଟେଲରେ କରିଥିଲେ ବିବାହ, କିଛି ମାସ ପରେ ଆପଣାଇବାକୁ ସ୍ୱାମୀ ମାଗିଲା ୫ଲକ୍ଷ ଟଙ୍କା

ମୁଙ୍ଗେର(ବିହାର) : ବିହାରର ଗଦଗ ଜିଲ୍ଲାରେ ରହୁଥିବା କବିତାଙ୍କୁ ପ୍ରେମ ବିବାହ କରିବା ମହଙ୍ଗା ପଡ଼ିଛି । ଫେସ୍‌ବୁକ୍‌ରେ ଯୁବକଙ୍କ ସହ କଥା ହୋଇ ପ୍ରେମରେ ପଡ଼ିବା ସହ ଦେଖା ହେବା ପାଇଁ ମୁଙ୍ଗେର ପହଞ୍ଚିଥିଲେ କବିତା । ପରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତିି ନେଇଥିଲେ । ଘରେ କାହାକୁ ନ ଜଣାଇ ଦୁହେଁ ହୋଟେଲରେ ବିବାହ କରିବା ସହ ଏକାଠି ରହିବା ଆରମ୍ଭ କରି ଦେଇଥିଲେ । କିନ୍ତୁ କିଛି ମାସ ପରେ […]

ଓଡ଼ିଶା ପହଞ୍ଚିଲେ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ, ଶ୍ରୀମନ୍ଦିର ସଂସ୍କାର କମିଶନ ପ୍ରସଙ୍ଗରେ କରିବେ ଆଲୋଚନା

ଭୁବନେଶ୍ୱର: ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଗୁରୁବାର ରାତି ଓଡ଼ିଶାରେ ପହଞ୍ଚିଛନ୍ତି। ଶ୍ରୀମନ୍ଦିର ସଂସ୍କାର କମିଶନ ପ୍ରସଙ୍ଗରେ ସେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହିତ ଆଲୋଚନା କରିବେ। ଗଜପତିଙ୍କ ସହିତ ଆଲୋଚନା ପୂର୍ବରୁ ସେ କହିଛନ୍ତି, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସମସ୍ତଙ୍କର। ସବୁ ଭକ୍ତ ନିଜର ଭାବିବା ଉଚିତ। ଶଙ୍କରାଚାର୍ଯ୍ୟ, ଗବେଷକ ଓ ସେମାୟତଙ୍କ ସହିତ ଆମିକସ କ୍ୟୁରି ଆଲୋଚନା କରିବେ। Source link

List of Presidents of the United States of America

List of Presidents of United States of America :  01 George Washington Term of Office  April 30, 1789 – March 4, 1797  02 John Adams Term of Office  March 4, 1797 –  March 4, 1801  03 Thomas Jefferson Term of Office  March 4, 1801 – March 4, 1809  04 James Madison Term of Office  March 4, 1809 – March 4, […]

JCECE – 2016 BIOLOGY FULL SYLLABUS

BIOLOGY  1. Diversity in Living World Diversity of living organisms Classification of the living organisms (five kingdom classification, major groups and principles of classificaton within each kingdom.) Systematics and binomial System of nomenclature Salient features of animal (non chordates up to phylum level and chordates up to class level) and plant (major groups; Angiospems up to subclass) classification. Botanical gardens, herbara, Zoological […]